୪୫ତମ ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଓ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଭାରତୀୟ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି । ସେମାନଙ୍କୁ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସେ ଉଭୟ ପୁରୁଷ ଓ ମହିଳା ଚେସ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ବାର୍ତ୍ତାରେ କହିଛନ୍ତି:

“ଆମ ଚେସ୍ ଟିମ୍ ୪୫ତମ ଚେସ୍ ଅଲମ୍ପିଆଡରେ ଜିତିବା ଭାରତ ପାଇଁ ଐତିହାସିକ ବିଜୟ #FIDE Chess Olympiad  ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଏବଂ ମହିଳା ବର୍ଗରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଆମର ଅବିଶ୍ୱସନୀୟ ମହିଳା ଓ ପୁରୁଷ ଟିମକୁ ଅଭିନନ୍ଦନ । ଭାରତୀୟ କ୍ରୀଡ଼ା ରାସ୍ତାରେ ଏହି ଉଲ୍ଲେଖନୀୟ କୃତିତ୍ୱ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ସଫଳତା ଚେସ୍ ଖେଳର ଉତ୍ସାହୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Highly Focused’: Canada PM Mark Carney Calls PM Modi A ‘Unique Leader’ After India Visit

Media Coverage

‘Highly Focused’: Canada PM Mark Carney Calls PM Modi A ‘Unique Leader’ After India Visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 5, 2026
March 05, 2026

Aatmanirbhar Triumphs: PM Modi Delivers Cultural Pride, Economic Power & Diplomatic Respect