ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତରେ କ୍ରିକେଟ୍ ଧାରା ବିବରଣୀ ପ୍ରଦାନ ପାଇଁ ନାଗରିକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସେ ତାଙ୍କର ମନ୍ କି ବାତ୍ କ୍ଲିପ୍ ମଧ୍ୟ ସେୟାର କରିଥିଲେ ଯେଉଁଠାରେ ସେ କାଶୀରେ ମଧ୍ୟ ସମାନ ଉଦ୍ୟମ କରିଥିଲେ ।
ଜଣେ ନାଗରିକଙ୍କ ଟୁଇଟ୍କୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ... ଏହି ପ୍ରୟାସ କରୁଥିବା ଲୋକଙ୍କୁ ଅଭିନନ୍ଦନ ।
ଗତ ବର୍ଷ ମନ କି ବାତ୍ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ସମୟରେ ମୁଁ କାଶୀରେ ସମାନ ପ୍ରୟାସ ସେୟାର କରିଥିଲି । ତାହାକୁ ମଧ୍ୟ ସେୟାର କରୁଛି ।”
This is heartening to see…Congrats to those undertaking this effort.
— Narendra Modi (@narendramodi) October 4, 2022
During one of the #MannKiBaat programmes last year I had shared a similar effort in Kashi. Sharing that as well. https://t.co/bEmz0u4XvO https://t.co/A2ZdclTTR7


