ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” ବିଷୟରେ ଟୁଇଟ୍ କରି ପଞ୍ଜୀକରଣ ପାଇଁ କହିଛନ୍ତି । ସେ କହିଛନ୍ତି ଯେ ଏହା ତାଙ୍କୁ ଆମର ପ୍ରତିଭାବାନ ଯୁବକମାନଙ୍କ ସହ ଯୋଡିହେବା, ସେମାନଙ୍କ ଆହ୍ୱାନ ଏବଂ ଆକାଂକ୍ଷାକୁ ଭଲ ଭାବରେ ବୁଝିବା ପାଇଁ ଏକ ସୁଯୋଗ ଦେଇଥାଏ ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ପରୀକ୍ଷା ପାଖେଇ ଆସୁଛି ତେଣୁ ଏହି “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” । ଚାଲନ୍ତୁ ଚାପମୁକ୍ତ ପରୀକ୍ଷା ସଂକ୍ରାନ୍ତରେ ଆଲୋଚନା କରିବା ଏବଂ ପୁଣିଥରେ ଆମର ସାହସୀ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ସମର୍ଥନ କରିବା । ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଚଳିତ ବର୍ଷ ପାଇଁ  #PPC2022  ପଞ୍ଜିକରଣ କରନ୍ତୁ ।

ବ୍ୟକ୍ତିଗତ ଭାବରେ, “ପରୀକ୍ଷା ପେ ଚର୍ଚ୍ଚା” ଏକ ଚମତ୍କାର ଶିକ୍ଷଣ ଅଭିଜ୍ଞତା । ମୁଁ ଆମର ପ୍ରତିଭାବାନ ଯୁବକମାନଙ୍କ ସହିତ ସଂଯୋଗ କରିବାର ସୁଯୋଗ ପାଇଥାଏ, ସେମାନଙ୍କର ଆହ୍ୱାନ ଏବଂ ଆକାଂକ୍ଷାକୁ ଭଲ ଭାବରେ ବୁଝିଥାଏ । ଏହା ମଧ୍ୟ ଶିକ୍ଷା ଜଗତରେ ଉଦୀୟମାନ ଧାରା ଆବିଷ୍କାର କରିବାର ସୁଯୋଗ ଦେଇଥାଏ । #PPC2022 ”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch