ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬କୁ ଉଦଘାଟନ କରିଛନ୍ତି।

 

ଶ୍ରୀ ମୋଦୀ କହିଛନ୍ତି, ନୂତନ ଉଦ୍ଭାବକ, ଗବେଷକ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରେମୀଙ୍କ ମଧ୍ୟରେ ରହିବା ଦ୍ୱାରା କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଭାରତୀୟ ପ୍ରତିଭା ଏବଂ ନବସୃଜନର ଅସାଧାରଣ କ୍ଷମତାର ପରିଚୟ ମିଳିଥାଏ। ସେ ଗୁରୁତ୍ୱାରୋପ କରି କହିଥିଲେ, ଏଆଇରେ ଭାରତର ପ୍ରଗତି କେବଳ ଦେଶ ପାଇଁ ପରିବର୍ତ୍ତନକାରୀ ସମାଧାନକୁ ଆକାର ଦେବ ନାହିଁ ବରଂ ବିଶ୍ୱ ପ୍ରଗତିରେ ମଧ୍ୟ ଯୋଗଦାନ ଦେବ।

 

ଶ୍ରୀ ମୋଦୀ ଗୋଟିଏ ଏକ୍ସ ପୋଷ୍ଟରେ ଲେଖିଛନ୍ତି:

‘‘ଭାରତ ମଣ୍ଡପମଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬କୁ ଉଦଘାଟନ କଲି।

ନୂତନ ଉଦ୍ଭାବକ, ଗବେଷକ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରେମୀଙ୍କ ମଧ୍ୟରେ ରହିବା ଦ୍ୱାରା କୃତ୍ରିମ ବୁଦ୍ଧିମତ୍ତା, ଭାରତୀୟ ପ୍ରତିଭା ଏବଂ ନବସୃଜନର ଅସାଧାରଣ କ୍ଷମତାର ପରିଚୟ ମିଳିଥାଏ। ମିଳିତ ଭାବେ, ଆମେ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ଲାଗି ସମାଧାନକୁ ଆକାର ଦେବୁ!”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Army’s field hospital saves elderly woman rescued from rubble in quake-hit Venezuela

Media Coverage

Indian Army’s field hospital saves elderly woman rescued from rubble in quake-hit Venezuela
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise