ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଂଶତମ ଏସୀୟ ୟୁ୨୦ ଆଥଲେଟିକ୍ସ ଚାମ୍ପିୟନସିପରେ ଉତ୍ତମ ପ୍ରଦର୍ଶନ ପାଇଁ ଆଥଲେଟମାନଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ଆମ ଆଥଲେଟମାନଙ୍କ ପାଇଁ ଗର୍ବିତ! ସେମାନେ ବିଂଶତମ ଏସୀୟ ୟୁ୨୦ ଆଥଲେଟିକ୍ସ ଚାମ୍ପିୟନସିପରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି! ୬ଟି ସ୍ୱର୍ଣ୍ଣ ସମେତ ୧୯ଟି ପଦକ ଜିତି ଭାରତ ୪୫ଟି ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଆମେ ଆମର ଆଥଲେଟମାନଙ୍କ ବିଜୟର ଉତ୍ସବ ପାଳନ କରୁଛୁ ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛୁ ।’ 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Standing for medical science, together with AIIMS

Media Coverage

Standing for medical science, together with AIIMS
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 8, 2026
April 08, 2026

Bold Vision, Tangible Wins: PM Modi’s India Leads in AI, EVs, Nuclear & Inclusive Entrepreneurship