ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧିର ପ୍ରତୀକ ଧନତେରସର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଶ୍ରୀ ମୋଦୀ ଭଗବାନ ଧନବନ୍ତରୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଏବଂ ସମସ୍ତ ନାଗରିକଙ୍କ ସୁଖ, ସମୃଦ୍ଧି ପାଇଁ କାମନା କରିଛନ୍ତି, ଯାହାଦ୍ୱାରା ଏକ ବିକଶିତ ଭାରତର ନିଷ୍ଠାକୁ ନୂତନ ଶକ୍ତି ମିଳିବ ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧିର ପର୍ବ ଧନତେରସ ଅବସରରେ ଦେଶର ମୋର ସମସ୍ତ ପରିବାରଜନଙ୍କୁ ବହୁତ ଶୁଭେଚ୍ଛା । ଭଗବାନ ଧନବନ୍ତରୀଙ୍କ କୃପାରୁ ଆପଣ ସମସ୍ତେ ସର୍ବଦା ସୁସ୍ଥ, ସମୃଦ୍ଧ ଏବଂ ଖସି ରୁହନ୍ତୁ ବୋଲି ମୋର କାମନା, ଯାହା ଦ୍ୱାରା ଏକ ବିକଶିତ ଭାରତର ନିଷ୍ଠାକୁ ନୂତନ ଶକ୍ତି ମିଳିବ ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity