ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସୃଷ୍ଟିର ଶିଳ୍ପକାରଙ୍କ ଏହି ବିଶେଷ ଆରାଧନାର ପବିତ୍ର ଅବସରରେ, ନବସୃଜନରେ ସଂଲଗ୍ନ ସମସ୍ତ କର୍ମଯୋଗୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।”

ଆଜି ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦେଶବ୍ୟାପୀ ନିଜ ପରିବାରଜନଙ୍କୁ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭକାମନା । ସୃଷ୍ଟିର ଶିଳ୍ପକାରଙ୍କ ଏହି ବିଶେଷ ଆରାଧନାର ପବିତ୍ର ଅବସରରେ, ନବସୃଜନରେ ସଂଲଗ୍ନ ସମସ୍ତ କର୍ମଯୋଗୀଙ୍କୁ ହୃଦୟରୁ ହାର୍ଦ୍ଦିକ ଶୁଭକାମନା । ଆପଣଙ୍କ ପ୍ରତିଭା ଏବଂ ପରିଶ୍ରମ ସଶକ୍ତ, ସମୃଦ୍ଧ ଏବଂ ସମର୍ଥ ଭାରତବର୍ଷର ନିର୍ମାଣରେ ବହୁତ ମୂଲ୍ୟବାନ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers