ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୋହାଗ ବିହୁ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଏହି ବୋହାଗ ବିହୁ, ସେ ଆସାମରେ ରାଜ୍ୟର ଲୋକଙ୍କ ସହ ଏହି ଉତ୍ସବ ପାଳନ କରିବେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏକ ସୁନ୍ଦର ବୋହାଗ ବିହୁ!”
Have a wonderful Bohag Bihu! pic.twitter.com/ansUPZ9qpN
— Narendra Modi (@narendramodi) April 14, 2023


