ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୋହାଗ ବିହୁ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବିଶେଷ ମହୋତ୍ସବ ଆସାମର ଯାଜୁଲ୍ୟମାନ ସଂସ୍କୃତିର ପ୍ରଦର୍ଶନ କରିଥାଏ । ଶ୍ରୀ ମୋଦୀ ଏହା ମଧ୍ୟ ଇଚ୍ଛା କରିଛନ୍ତି ଯେ ଏହି ବିହୁ ସମସ୍ତଙ୍କ ଜୀବନରେ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଶୁଭ ବୋହାଗ ବିହୁ!
ଏହି ବିଶେଷ ପର୍ବ ଆସାମର ଯାଜୁଲ୍ୟମାନ ସଂସ୍କୃତିକୁ ପ୍ରଦର୍ଶନ କରେ ।
ଏହି ବିହୁ ସମସ୍ତଙ୍କ ଜୀବନରେ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।”
Bohag Bihu greetings to everyone! pic.twitter.com/W5UWbLJhiF
— Narendra Modi (@narendramodi) April 14, 2022


