ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାବୀର ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷକରି ଶାନ୍ତି, ଦୟା ଏବଂ ଭାଇଚାରା ଉପରେ ଗୁରୁତ୍ୱ ଦେଉଥିବା ଭଗବାନ୍ ମହାବୀରଙ୍କ ଉତ୍ତମ ଶିକ୍ଷାକୁ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ।

 ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

 “ମହାବୀର ଜୟନ୍ତୀର ଶୁଭ ଅବସରରେ ଶୁଭେଚ୍ଛା ।

 ଭଗବାନ୍ ମହାବୀରଙ୍କ ଅନନ୍ତ ଶିକ୍ଷା ଏବଂ ଜୀବେ ଦୟା ଉପରେ ଗୁରୁତ୍ୱ ଦିଆଯିବା ଏକ ନ୍ୟାୟପୂର୍ଣ୍ଣ ଏବଂ କରୁଣାମୟ ସମାଜ ଗଠନ କରିବାରେ ସାହାଯ୍ୟ କରିଥାଏ ।

 ଭଗବାନ୍ ମହାବୀରଙ୍କ ଆଶୀର୍ବାଦ ଆମ ସମାଜରେ ଶାନ୍ତି ଏବଂ ଭାଇଚାରାର ଆବେଗକୁ ଆଗକୁ ନେଉ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves ₹1,570 crore ship repair facility at Vadinar, Gujarat

Media Coverage

Cabinet approves ₹1,570 crore ship repair facility at Vadinar, Gujarat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 6, 2026
May 06, 2026

New India, New Pride: When Self-Reliance Meets Results — A Tribute to PM Modi