ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳାରେ କହିଛନ୍ତି;

ସାରା ଦେଶରେ ଆମେ ବିଭିନ୍ନ ଉତ୍ସବ ପାଳନ କରୁଛୁ ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ଦର୍ଶାଇଥାଏ । ଏସବୁ ଉତ୍ସବ ଅବସରରେ ଶୁଭେଚ୍ଛା ଜ୍ଞାପନ କରୁଛି ।

“ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଉଛି । https://t.co/4ittq5QTsr

ଦିବ୍ୟ ଉତ୍ତରାୟଣ କାମନା କରୁଛି । https://t.co/hHcMBzBJZP

ଭୋଗି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହି ନିଆରା ଉତ୍ସବ ଆମ ସମାଜରେ ସୌହାର୍ଦ୍ଦ୍ୟ ଭରି ଦେଉ । ଦେଶବାସୀଙ୍କ ସୁସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରୁଛି । https://t.co/plBUW3psnB

ଆପଣମାନଙ୍କ ମାଘ ବିହୁ ଅଭିନନ୍ଦନ । ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଭରି ଦେଉ ବୋଲି କାମନା କରୁଛି ।

ପୋଙ୍ଗଲ ତାମିଲନାଡୁର ସମୃଦ୍ଧ ସଂସ୍କୃତିର ପରିଚାୟକ । ଏହି ସ୍ୱତନ୍ତ୍ର ଅବସରରେ ସମସ୍ତଙ୍କୁ ବିଶେଷ କରି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ତାମିଲମାନଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରକୃତି ସହିତ ଆମ ବନ୍ଧନ ଓ ସମାଜରେ ଭାଇଚାରା ଭାବନା ଆହୁରି ନିବିଡ ହେଉ ବୋଲି ମୋର ପ୍ରାର୍ଥନା । https://t.co/FjZqzzsLhr

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi