ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ମହାରାଷ୍ଟ୍ର ଦିବସରେ ଶୁଭେଚ୍ଛା । ଏହି ରାଜ୍ୟକୁ ଏକ ମହାନ ସଂସ୍କୃତି ଏବଂ ପରିଶ୍ରମୀ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଜାତୀୟ ପ୍ରଗତିକୁ ସମୃଦ୍ଧ କରିଛନ୍ତି । ଆଗାମୀ ବର୍ଷରେ ମହାରାଷ୍ଟ୍ରର ନିରନ୍ତର ପ୍ରଗତି ପ୍ରାର୍ଥନା କରୁଛି’ ।
Best wishes on Maharashtra Day. The state is blessed with a great culture and hardworking people who have enriched national progress across different sectors. I pray for the continued progress of Maharashtra in the years to come.
— Narendra Modi (@narendramodi) May 1, 2023
महाराष्ट्र दिनाच्या शुभेच्छा.राज्याला महान संस्कृती आणि विविध क्षेत्रात राष्ट्राची प्रगती समृद्ध करणारे मेहनती लोक लाभले आहेत.भविष्यातही महाराष्ट्राची अशीच प्रगती होत राहील अशी मी कामना करतो.
— Narendra Modi (@narendramodi) May 1, 2023


