ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାୟଣ ଏବଂ ମାଘ ବିହୁ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ସମସ୍ତଙ୍କୁ ଉତ୍ତରାୟଣର ଶୁଭେଚ୍ଛା!"
"ସମସ୍ତଙ୍କୁ ମାଘ ବିହୁର ଶୁଭେଚ୍ଛା!"
Wishing everyone a happy Uttarayan! pic.twitter.com/gdc2yD8xdP
— Narendra Modi (@narendramodi) January 14, 2026
“Happy Magh Bihu to everyone!”
Happy Magh Bihu to everyone! pic.twitter.com/4FwqIUucr9
— Narendra Modi (@narendramodi) January 14, 2026


