ଜିଏସଟି ବଚତ ଉତ୍ସବ ସହିତ ସ୍ୱଦେଶୀ ମନ୍ତ୍ରକୁ ନୂତନ ଶକ୍ତି ମିଳିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଚଳିତ ବର୍ଷ ନବରାତ୍ରୀର ଅବସର ବହୁତ ସ୍ୱତନ୍ତ୍ର । “ଏହି ଅବସରରେ ଜିଏସଟି ବଚତ ଉତ୍ସବ ଯୋଗୁଁ ସ୍ୱଦେଶୀ ମନ୍ତ୍ରକୁ ଏକ ନୂତନ ଶକ୍ତି ମିଳିବ । ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତ ଗଠନର ସଂକଳ୍ପକୁ ସାକାର କରିବା ଦିଗରେ ଚାଲନ୍ତୁ ସମସ୍ତେ ସାମୂହିକ ପ୍ରଚଷ୍ଟା ଜାରି ରଖିବା ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆପଣ ସମସ୍ତଙ୍କୁ ନବରାତ୍ରୀର ଅନେକ ଅନେକ ଶୁଭକାମନା । ସାହସ, ସଂଯମ, ଭକ୍ତିଭାବରେ ଭରା ଏହି ପବିତ୍ର ପର୍ବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଶକ୍ତି ଏବଂ ନୂଆ ବିଶ୍ୱାସ ନେଇ ଆସୁ । ଜୟ ମାତା ଦୀ” ।

“ଚଳିତ ବର୍ଷ ନବରାତ୍ରୀର ଏହି ଶୁଭ ଅବସର ବହୁତ ସ୍ୱତନ୍ତ୍ର । ଜିଏସଟି ବଚତ ଉତ୍ସବ ସହିତ ସ୍ୱଦେଶୀ ମନ୍ତ୍ରକୁ ଏକ ନୂତନ ଶକ୍ତି ମିଳିବ । ଆସନ୍ତୁ ବିକଶିତ ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର କରିବା ପାଇଁ ସାମୂହିକ ପ୍ରଚେଷ୍ଟା ଜାରି ରଖିବା ।”

 

 

"નવરાત્રીની હાર્દિક શુભકામનાઓ!

શક્તિ, ભક્તિ અને આનંદનું આ પાવન પર્વ આપ સૌના જીવનમાં નવો ઉમંગ, ઉત્સાહ અને સુખ સમૃદ્ધિ લાવે એવી મા અંબા પાસે પ્રાર્થના….."

 

इस बार नवरात्रि का यह शुभ अवसर बहुत विशेष है। GST बचत उत्सव के साथ-साथ स्वदेशी के मंत्र को इस दौरान एक नई ऊर्जा मिलने वाली है। आइए, विकसित और आत्मनिर्भर भारत के संकल्प की सिद्धि के लिए सामूहिक प्रयासों में जुट जाएं।"

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership