ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ପର୍ଶୁରାମଙ୍କ ଜୟନ୍ତୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଭଗବାନ ପର୍ଶୁରାମଙ୍କ ଜୟନ୍ତୀରେ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ଶୁଭକାମନା । ଶସ୍ତ୍ର ଏବଂ ଶାସ୍ତ୍ରର ଦିବ୍ୟ ଜ୍ଞାନ ପାଇଁ ପୂଜନୀୟ ଭଗବାନ ପର୍ଶୁରାମ ଙ୍କ କୃପାରେ ସମସ୍ତଙ୍କ ଜୀବନ ସାହସ ଓ ସାମର୍ଥ୍ୟରେ ପରିପୂର୍ଣ୍ଣ ରହୁ, ମୋର ଏହି କାମନା ।”
सभी देशवासियों को भगवान परशुराम जयंती की बहुत-बहुत शुभकामनाएं। शस्त्र और शास्त्रों के दिव्य ज्ञान के लिए पूजनीय भगवान परशुराम की कृपा से हर किसी का जीवन साहस और सामर्थ्य से परिपूर्ण रहे, यही कामना है।
— Narendra Modi (@narendramodi) April 29, 2025


