ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମକର ସଂକ୍ରାନ୍ତିର ଶୁଭ ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭାରାଜ ଏସ ବୋମ୍ମାଇଙ୍କ ମକର ସଂକ୍ରାନ୍ତି ଶୁଭେଚ୍ଛା ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୋର କର୍ଣ୍ଣାଟକର ଭଉଣୀ ଓ ଭାଇ ମାନଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଉଛି, ଜାତୀୟ ପ୍ରଗତିରେ ଏହି ରାଜ୍ୟର ଅଭୂତପୂର୍ବ ଅବଦାନ ରହିଛି ।
ରାଜ୍ୟବାସୀଙ୍କ ସଶକ୍ତିକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିବେ ।”
Makar Sankranti wishes to my sisters and brothers of Karnataka, a state which makes unprecedented contributions to national progress.
— Narendra Modi (@narendramodi) January 15, 2022
The Centre and State Government will keep working for the empowerment of the people of the state. https://t.co/0OquZrKy6W


