ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରବ ଗଣରାଜ୍ୟ ଇଜିପ୍ଟର ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କୁ ଉଷ୍ଣ ଅଭ୍ୟର୍ଥନା ଜଣାଇଛନ୍ତି । 

ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଜାନୁୟାରୀ ୨୪-୨୬, ୨୦୨୩ ପର୍ଯ୍ୟନ୍ତ ଭାରତକୁ ଔପଚାରିକ ଗସ୍ତରେ ଆସିଛନ୍ତି । ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ସିସି ୭୪ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତକୁ ସ୍ୱାଗତ ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସି । ଆମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଭାରତକୁ ଆପଣଙ୍କ ଐତିହାସିକ ଗସ୍ତ ସମସ୍ତ ଭାରତୀୟଙ୍କ ପାଇଁ ବେଶ ଖୁସିର ବିଷୟ । ଆସନ୍ତାକାଲି ଆଲୋଚନା ପାଇଁ ଆଗ୍ରହୀ । @AlsisiOfficial”    

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi