ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଙ୍ଗଲି ବିହୁ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସ ରେ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି,
"ଆପଣ ସମସ୍ତଙ୍କୁ ରୋଙ୍ଗଲି ବିହୁର ଶୁଭେଚ୍ଛା!"
Rongali Bihu greetings to you all! pic.twitter.com/rlM1iZSvuo
— Narendra Modi (@narendramodi) April 15, 2026


