ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। " ବାବା ବିଶ୍ୱନାଥଙ୍କ ପବିତ୍ର ସହର ଆଜି ଦେବ ଦୀପାବଳିର ଅଦ୍ୱିତୀୟ ଉଜ୍ଜ୍ୱଳତାରେ ଆଲୋକିତ ହୋଇଛି। ମାଆ ଗଙ୍ଗା କୂଳରେ କାଶୀ ଘାଟରେ ଜଳୁଥିବା ଲକ୍ଷ ଲକ୍ଷ ଦୀପ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧି କାମନା କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି।


ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି :
"ଆଜି ଦେବ ଦୀପାବଳିର ଅତୁଳନୀୟ ଆଲୋକରେ ବାବା ବିଶ୍ୱନାଥଙ୍କ ପବିତ୍ର ନଗରୀ ଆଲୋକିତ ହୋଇଛି। କାଶୀର ଘାଟରେ ମାତା ଗଙ୍ଗା କୂଳରେ ଜଳୁଥିବା ଲକ୍ଷ ଲକ୍ଷ ଦୀପ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧି କାମନା କରେ। ଏହି ଦିବ୍ୟତା ଏବଂ ମହିମା ସମସ୍ତଙ୍କ ହୃଦୟ ଏବଂ ଆତ୍ମାକୁ ମୋହିତ କରେ।
ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା। ହର ହର ମହାଦେବ!”
बाबा विश्वनाथ की पावन नगरी आज देव दीपावली के अनुपम प्रकाश से आलोकित है। मां गंगा के किनारे काशी के घाटों पर प्रज्वलित लाखों दीपों में सबके लिए सुख-समृद्धि की कामना है। यह दिव्यता और भव्यता हर किसी के मन-प्राण को मंत्रमुग्ध कर देने वाली है।
— Narendra Modi (@narendramodi) November 5, 2025
आप सभी को देव दीपावली की हार्दिक… pic.twitter.com/p1kIszrJTT
"କାଶୀରେ ଚମତ୍କାର ଦେବ ଦୀପାବଳି!"


Spectacular Dev Deepawali in Kashi! pic.twitter.com/vzh43C4QOG
— Narendra Modi (@narendramodi) November 5, 2025


