ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ହୋଇଥିବାରୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ପୁରୀଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ହୋଇଥିବାରୁ ମୁଁ ବହୁତ ଖୁସି । ଏହା ବେଙ୍ଗାଲୁରୁ ବାସିନ୍ଦାଙ୍କ ‘ଇଜ୍ ଅଫ୍ ଲିଭିଂ’ ବା ଜୀବନ ବଞ୍ଚିବା ଆହୁରି ସୁବିଧାଜନକ କରାଇବାରେ ଆଉ ଏକ ବଡ଼ ପଦକ୍ଷେପ ।’

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership