ପ୍ରଧାନମନ୍ତ୍ରୀ କୁୱେତରେ ଶ୍ରୀ ମଙ୍ଗଲ ସୈନ ହାଣ୍ଡାଙ୍କୁ ଭେଟିଲେ

କୁୱେତରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ହାର୍ଦ୍ଦିକ ସ୍ୱାଗତରେ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ପ୍ରକାଶ

ପ୍ରଧାନମନ୍ତ୍ରୀ କୁୱେତରେ ଶ୍ରୀ ମଙ୍ଗଲ ସୈନ ହାଣ୍ଡାଙ୍କୁ ଭେଟିଲେ

୨୧ ଡିସେମ୍ବର, ପିଆଇବି ଦିଲ୍ଲୀ

କୁୱେତରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ କରାଯାଇଥିବା ହାର୍ଦ୍ଦିକ ସ୍ୱାଗତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଭାରତ ପ୍ରତି ସେମାନଙ୍କର ଭଲ ପାଇବା, ଅତୁଟ ବନ୍ଧନ ବାସ୍ତବରେ ପ୍ରେରଣାଦାୟକ ।

 

ଆଜି ଅପରାହ୍ଣରେ କୁୱେତରେ ଶ୍ରୀ ମଙ୍ଗଲ ସୈନ ହାଣ୍ଡାଙ୍କ ସହ ଭେଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“କୁୱେତରେ ପବାସୀ ଭାରତୀୟଙ୍କ ପକ୍ଷରୁ ହାର୍ଦ୍ଦିକ ସ୍ୱାଗତ କରାଗଲା ।

 ଭାରତ ପ୍ରତି ସେମାନଙ୍କର ଭଲ ପାଇବା, ଅତୁଟ ବନ୍ଧନ ବାସ୍ତବରେ ପ୍ରେରଣାଦାୟକ । ସେମାନଙ୍କ ଉତ୍ସାହ ପାଇଁ କୃତଜ୍ଞ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କ ଅବଦାନ ପାଇଁ ଗର୍ବିତ ।”

 

 

“କୁୱେତରେ ଆଜି ଅପରାହ୍ଣରେ @MangalSainHanda ଙ୍କୁ ଭେଟି ଅତ୍ୟନ୍ତ ଖୁସି । ଭାରତ ପ୍ରତି ତାଙ୍କର ଅବଦାନ ଓ ଭାରତର ବିକାଶ ପ୍ରତି ତାଙ୍କର ଉତ୍ସାହକୁ ମୁଁ ପ୍ରଶଂସା କରୁଛି ।”

 

 

حظيت بترحيب حار من الجالية الهندية النابضة بالحياة في الكويت". طاقتهم وحبهم وارتباطهم الراسخ بالهند ملهم حقًا. أنا ممتن لحماسهم وفخور بمساهماتهم في تعزيز العلاقات بين بلدينا.”

يسعدني أن ألتقي بالسيد

@MangalSainHanda

في الكويت بعد ظهر اليوم. أنا معجب بمساهماته في الهند وشغفه بتنمية الهند.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s solar power generation jumps 138% in four years: MNRE

Media Coverage

India’s solar power generation jumps 138% in four years: MNRE
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
August 05, 2026

Prime Minister Narendra Modi will share 'Mann Ki Baat' on Sunday, August 30th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.