ଲୋକଙ୍କ ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀ ଜୀଙ୍କୁ ତାଙ୍କ ଉପହାର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।
ଏକ ଟ୍ୱିଟରେ ଶ୍ରୀ ମୋଦୀ କହିଛନ୍ତି;
“#PeoplesPadma (#ପିପୁଲ୍ସ ପଦ୍ମ)ରେ ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ ଦୁଲାରୀ ଦେବୀ ଜୀ ରହିଛନ୍ତି । ମଧୁବନୀ, ବିହାରର ସେ ଜଣେ ପ୍ରତିଭାବାନ କଳାକାର ।
ପୁରସ୍କାର ସମାରୋହ ପରେ ଅନୌପଚାରିକ ଆଲୋଚନା ବେଳେ ସେ ମୋତେ ତାଙ୍କ କଳାକୃତି ଉପହାର ଦେଇଥିଲେ । ଧନ୍ୟବାଦର ସହ ଉପହାର ଗ୍ରହଣ କଲି ।”
Dulari Devi Ji is among those who has been conferred the #PeoplesPadma. She is a talented artist who hails from Madhubani in Bihar.
— Narendra Modi (@narendramodi) November 11, 2021
During the informal interaction with the awardees after the ceremony, she presented to me her artwork. Humbled by her gesture. My gratitude to her. pic.twitter.com/j0sPPIOGWR


