ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

ରାଷ୍ଟ୍ରପତିଙ୍କୁ ଏକ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମାନନୀୟ ରାଷ୍ଟ୍ରପତିଜୀ, ଆପଣଙ୍କ ଆତ୍ମୀୟ ଶୁଭକାମନା ନିମନ୍ତେ ହୃଦୟରୁ କୃତଜ୍ଞତା ପ୍ରକଟ କରୁଛି । ସମୃଦ୍ଧ ତଥା ବିକଶିତ ଭାରତର ନିର୍ମାଣ ନିମନ୍ତେ ଆପଣଙ୍କ ପ୍ରେରଣା ଏବଂ ମାର୍ଗଦର୍ଶନ ବହୁତ ମହତ୍ୱପୂର୍ଣ୍ଣ ।’’

 

 

ଉପ ରାଷ୍ଟ୍ରପତିଙ୍କୁ ଏକ ପ୍ରତିକି୍ରୟାରେ, ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ହୃଦୟଭରା ଶୁଭେଚ୍ଛା ଲାଗି ଧନ୍ୟବାଦ ଭାରତର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜୀ ।’’

 

 

ପୂର୍ବତନ ରାଷ୍ଟ୍ରପତିଙ୍କୁ ଏକ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମାନନୀୟ ରାମନାଥ କୋବିନ୍ଦ ଜୀ, ହୃଦୟରୁ କୃତଜ୍ଞତା ଜଣାଉଛି । ଆପଣଙ୍କ ପ୍ରେମ, ସ୍ନେହଭରା ଶବ୍ଦ ପ୍ରେରଣା ପ୍ରଦାନକାରୀ ।’’

 

 

ପୂର୍ବତନ ଉପ ରାଷ୍ଟ୍ରପତିଙ୍କୁ ଏକ ପ୍ରତିକି୍ରୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆପଣଙ୍କ ସ୍ୱତନ୍ତ୍ର ଶୁଭକାମନା ଲାଗି ଆପଣଙ୍କୁ ଧନ୍ୟବାଦ ଏମ ଭେଙ୍କେୟା ନାଇଡୁ ଗାରୁ ।’’

 

 

ମରିସସ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରତିକି୍ରୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମୁଁ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ କୁମାର ଜଗନ୍ନାଥଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି ।’’

 

 

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରତିକି୍ରୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆପଣଙ୍କ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi