ଆନ୍ତର୍ଜାତିକ ଧରିତ୍ରୀ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧରିତ୍ରୀ ମାତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

“ଆନ୍ତର୍ଜାତିକ ଧରିତ୍ରୀ ଦିବସରେ ପୃଥିବୀ ମାତା ଆମର ରକ୍ଷଣା ବେକ୍ଷଣ କରିବା ସହ ଆମକୁ କରୁଣା ପ୍ରଦାନ କରିଥିବାରୁ ଆମେ ସମସ୍ତେ କୃତଜ୍ଞତା ଜଣାଉଛୁ । ଆସନ୍ତୁ ଆମେ ଏକ ସ୍ଵଚ୍ଛ, ସୁସ୍ଥ ଏବଂ ସମୃଦ୍ଧ ପୃଥିବୀ ନିର୍ମାଣ ଦିଗରେ କାର୍ଯ୍ୟ କରିବା ନେଇ ସଂକଳ୍ପ ନେବା । କୋଭିଡ-19କୁ ପରାସ୍ତ କରିବା ଲାଗି ସବୁଠାରୁ ଆଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How 2025 delivered a plot twist to India’s auto story

Media Coverage

How 2025 delivered a plot twist to India’s auto story
NM on the go

Nm on the go

Always be the first to hear from the PM. Get the App Now!
...