:    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ନିଲାମରେ ଯୋଗ ଦେବା ପାଇଁ ଉତ୍ସାହିତ କରିଛନ୍ତି ଏବଂ ତାଙ୍କୁ ମିଳିଥିବା ମେମେଣ୍ଟୋ ଜିତିବା ପାଇଁ ସେମାନଙ୍କ ବିଡ୍ ରଖିଛନ୍ତି । ଏହି ଆୟ ନମାମି ଗଙ୍ଗେକୁ ସମର୍ପିତ କରାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

"ବର୍ଷ ବର୍ଷ ଧରି ମୋତେ ମିଳିଥିବା ମେମେଣ୍ଟୋର ନିଲାମକୁ ମିଳିଥିବା ଉତ୍ସାହଜନକ ପ୍ରତିକ୍ରିୟାରେ ମୁଁ ପ୍ରକୃତରେ ଆନନ୍ଦିତ । ଆପଣ ଜାଣନ୍ତି ଯେ, ଏହା ନମାମି ଗଙ୍ଗେକୁ ସମର୍ପିତ ହୋଇଛି। ମୁଁ ଦୟାକରି ସମସ୍ତଙ୍କୁ ଉତ୍ସାହିତ କରୁଛି ଯେ ସେମାନେ ଏଥିରେ ଯୋଗ ଦିଅନ୍ତୁ ଏବଂ ମୋତେ ମିଳିଥିବା କିଛି ମେମେଣ୍ଟୋ ପାଇଁ ସେମାନଙ୍କର ବିଡ୍ ଉପସ୍ଥାପନ କରନ୍ତୁ। pmmementos.gov.in/#/ "

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond