ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ମଧ୍ୟବିତ୍ତ ବର୍ଗଙ୍କୁ ସମର୍ଥନ କରିବା ଲାଗି ସରକାରଙ୍କ ଗଭୀର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛନ୍ତି, ଯାହା ଦେଶର ଆର୍ଥିକ ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନ ପଛରେ ଏକ ପ୍ରେରକ ଶକ୍ତି ହୋଇ ରହିଛି।

ଐତିହାସିକ ଆୟକର ହ୍ରାସର ଏକ ଶୃଙ୍ଖଳାକୁ ଆଧାର କରି, ସଦ୍ୟତମ ଜିଏସ୍‍ଟି ସଂସ୍କାରଗୁଡ଼ିକ ଲକ୍ଷ୍ୟବଦ୍ଧ ରିହାତି ପ୍ରଦାନ କରିଛି। ଯାହା ଘରୋଇ ଉତ୍ପାଦ-ଟେଲିଭିଜନ, ଏୟାର କଣ୍ଡିସନର ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ସମେତ-ଲକ୍ଷ ଲକ୍ଷ ପରିବାର ପାଇଁ ଅଧିକ ଶସ୍ତା କରିଦେଇଛି।

ଶ୍ରୀ ସୁନୀଲ ବଚନଙ୍କ ଏକ ପୋଷ୍ଟ ଉପରେ ଏକ୍ସ ରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି :

ଭାରତର ପରିଶ୍ରମି ମଧ୍ୟବିତ୍ତ ବର୍ଗ ଆମର ବିକାଶ ଯାତ୍ରାର କେନ୍ଦ୍ରରେ ରହିଛନ୍ତି ।

ଐତିହାସିକ ଆୟକର ହ୍ରାସ ଏବଂ ବର୍ତ୍ତମାନ ଜିଏସ୍‍ଟି ସଂସ୍କାର ଜରିଆରେ, ଯାହା ଟିଭି, ଏସି ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଉତ୍ପାଦକୁ ଶସ୍ତା କରିଦେଇଛି। ଆମେ ଜୀବନଧାରଣର ସହଜତା ବୃଦ୍ଧି କରିବା ଏବଂ କୋଟି କୋଟି ପରିବାରର ଆକାଂକ୍ଷାକୁ ସମର୍ଥନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
After PM's snack break, jhalmuri grabs attention

Media Coverage

After PM's snack break, jhalmuri grabs attention
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth