ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭରେହ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ନଭରେହର ସ୍ୱତନ୍ତ୍ର ଅବସରରେ ମୋର ଶୁଭେଚ୍ଛା ।”
My greetings on the special occasion of Navreh. pic.twitter.com/SUhJ8XbxZf
— Narendra Modi (@narendramodi) March 22, 2023


