ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱ କପ ବିଜେତା ଭାରତୀୟପୁରୁଷ କ୍ରିକେଟ ଟିମକୁ ଫୋନ କରି ଅଭିନନ୍ଦନ ଜଣାଇଲେପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଟୁର୍ଣ୍ଣାମେଣ୍ଟରେ ଟିମଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବାରୁ ମୋଦୀ ପ୍ରଶଂସାକରିଥିଲେ ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି: 

“ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟ ପାଇଁ ଭାରତୀୟ କ୍ରିକେଟ ଟିମସହ କଥା ହେଲି ଏବଂ ସେମାନଙ୍କୁ ଅଭୂତ ସଫଳତା ପ୍ରଦର୍ଶନପାଇଁ ପ୍ରଶଂସା କଲି । ଟୁର୍ଣ୍ଣାମେଣ୍ଟରେ ସେମାନେ ଅସାଧାରଣଦକ୍ଷତାର ପ୍ରଦର୍ଶନ କରିଛନ୍ତି ।  ପ୍ରତ୍ୟେକ ଖେଳାଳିଙ୍କପ୍ରତିବଦ୍ଧତା ଥିଲା ପ୍ରେରଣାଦାୟକ” ।

ଟୁର୍ଣ୍ଣାମେଣ୍ଟରେ ଟିମର କୋଚ ରାହୁଲ ଦ୍ରାବିଡ଼, ଅଧିନାୟକରୋହିତ ଶର୍ମା ଏବଂ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କଉତ୍କୃଷ୍ଟ ଖେଳ ଓ ଅବିଚଳିତ ପ୍ରତିବଦ୍ଧତା ପାଇଁ ଶ୍ରୀ ମୋଦୀଏକ୍ସରେ ସ୍ୱତନ୍ତ୍ର ପୋଷ୍ଟ ମଧ୍ୟ କରିଛନ୍ତି ।

“ପ୍ରିୟ...

ତୁମେ ସର୍ବୋତ୍କୃଷ୍ଟ ବ୍ୟକ୍ତି । ତୁମର ଆକ୍ରମଣାତ୍ମକ ଚିନ୍ତାଧାରା, ବ୍ୟାଟିଂ ଏବଂ ଅଧିନାୟକତ୍ୱ ଭାରତୀୟ ଟିମକୁ ନୂତନ ଦିଶାଦେଇଛି । ତୁମ ଟି-ଟ୍ୱେଣ୍ଟି କ୍ୟାରିଅର ସର୍ବଦା ମନେ ରହିବ ।ଆଜି ତୁମ ସହ କଥା ହୋଇ ଖୁସି ଲାଗିଲା ।”

“ପ୍ରିୟ...

ତୁମ ସହ କଥା ହୋଇ ଖୁସି ଲାଗିଲା । ଫାଇନାଲ ମ୍ୟାଚରଇନିଂସ ଭଳି ଭାରତୀୟ ବ୍ୟାଟିଂର ତୁମେ କର୍ଣ୍ଣଧାର ସାଜିଥିଲ। ଖେଳର ପ୍ରତ୍ୟେକ କ୍ଷେତ୍ରରେ ତୁମେ ପ୍ରଦର୍ଶନ କରିଛ ।ଟି-ଟ୍ୱେଣ୍ଟି କ୍ରିକେଟ ତୁମର ଅନୁପସ୍ଥିତି ଅନୁଭବ କରିବ, କିନ୍ତୁମୋର ବିଶ୍ୱାସ ଅଛି ନୂଆ ପିଢ଼ିର ଖେଳାଳିମାନଙ୍କୁ ତୁମେପ୍ରୋତ୍ସାହିତ କରି ଚାଲିବ ।”

“ରାହୁଲ ଦ୍ରାବିଡ଼ଙ୍କ ସର୍ବୋତ୍କୃଷ୍ଟ କୋଚିଂ ଯାତ୍ରା ଭାରତୀୟକ୍ରିକେଟକୁ ସଫଳତାର ରୂପ ଆଣି ଦେଇଛି । ତାଙ୍କରଅବିଚଳିତ ଉତ୍ସର୍ଗୀକୃତ ମନୋଭାବ, ରଣନୀତି, ଉଚିତପ୍ରତିଭା ଚୟନ ଟିମକୁ ରୂପାନ୍ତରିତ କରିପାରିଛି ।

ନୂତନ ପିଢ଼ିକୁ ପ୍ରୋତ୍ସାହିତ କରିବା ସହ ତାଙ୍କର ଅବଦାନନିମନ୍ତେ ଭାରତ ତାଙ୍କ ନିକଟରେ କୃତଜ୍ଞ । ତାଙ୍କ ହାତରେବିଶ୍ୱକପ ଦେଖି ବହୁତ ଖୁସି ଲାଗିଲା । ତାଙ୍କୁ ଅଭିନନ୍ଦନଜଣାଇ ବହୁତ ଖୁସି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
The Prime Minister speaks with the Prime Minister of Israel
March 02, 2026

Prime Minister Shri Narendra Modi held a telephone conversation with the Prime Minister of Israel, Benjamin Netanyahu, to discuss the current regional situation.

​During the call, the Prime Minister conveyed India's concerns regarding recent developments and emphasised the safety of civilians as a priority.

​The Prime Minister Modi further reiterated India's position on the need for an early cessation of hostilities.