ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍ ଏଫ୍ -୫୬/୫୭ ବର୍ଗରେ ରୌପ୍ୟ ପଦକ ଜିତିଥିବା ସୋମନ ରାଣାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ପୁରୁଷ ସଟ୍ ପୁଟ୍ ଏଫ୍-୫୬/୫୭ ବର୍ଗରେ ସୋମନ ରାଣାଙ୍କ ଚମତ୍କାର ରୌପ୍ୟ ପଦକ ଆମକୁ ଏସୀୟ ପାରା ଗେମ୍ସରେ ଉତ୍ସବ ପାଳନ କରିବାର ଏକ ଅବସର ପ୍ରଦାନ କରିଛି। ତାଙ୍କୁ ଅନେକ ଅନେକ ଅଭିନନ୍ଦନ।
A splendid Silver by Soman Rana in Men's Shot Put F-56/57 category gives us more reasons to celebrate at the Asian Para Games. Congratulations to him. pic.twitter.com/whS6htI7Jl
— Narendra Modi (@narendramodi) October 25, 2023


