ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ପୁରୁଷ ୬୭ କେଜି ବକ୍ସିଂରେ ବ୍ରୋଞ୍ଚ ପଦକ ଜିତିଥିବାରୁ ରୋହିତ ଟୋକାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ରୋହିତ ଟୋକାସଙ୍କ ସଫଳତା ଦ୍ୱାରା ଆନନ୍ଦିତ । ମୁଁ ତାଙ୍କୁ ବକ୍ସିଂରେ ବ୍ରୋଞ୍ଚ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଉଛି । ତାଙ୍କର ପରିଶ୍ରମ ଏବଂ ସ୍ଥିରତା ବହୁତ ଭଲ ଫଳାଫଳ ଦେଇଛି । ମୁଁ ଆଶା କରୁଛି ସେ ଆଗାମୀ ଦିନରେ ଆହୁରି ଅଧିକ ସଫଳତା ପାଇବେ । #Cheer4India"
Elated by the accomplishment of Rohit Tokas. I congratulate him on winning the Bronze medal in Boxing. His hardwork and perseverance have given great results. I hope he attains even more success in the coming times. #Cheer4India pic.twitter.com/yK1tG4H8mf
— Narendra Modi (@narendramodi) August 7, 2022