ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀରେ ସଂସଦୀୟ ର୍ନିବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ହଙ୍ଗେରୀରେ ସଂସଦୀୟ ର୍ନିବାଚନରେ ତୁମର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କୁ ଅଭିନନ୍ଦନ । ଘନିଷ୍ଠ ତଥା ବନ୍ଧୁତ୍ୱପୂର୍ଣ୍ଣ ଭାରତ-ହଙ୍ଗେରୀ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆପଣଙ୍କ ସହ କାର୍ଯ୍ୟ ଜାରି ରଖିବାକୁ ଅପେକ୍ଷା କରିଛୁ ।”
Congratulations, Prime Minister Viktor Orbán, on your victory in the Parliamentary elections in Hungary. Look forward to continue working with you to further strengthen the close and friendly India-Hungary ties.
— Narendra Modi (@narendramodi) April 4, 2022


