ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ ମହିଳା ଡବଲ୍ସ ଏସଏଚ୍୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ନିତ୍ୟା ଶ୍ରୀ ଶିବନ ଏବଂ ରଚନା ପଟେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି -
ଏସିଆନ୍ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ ମହିଳା ଡବଲ୍ସ ଏସ୍ଏଚ୍୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ @07nithyasre ଓ ରଚନା ପଟେଲଙ୍କୁ ଅଭିନନ୍ଦନ।
ସେମାନଙ୍କ ଦକ୍ଷତା ଓ ଦଳଗତ ଶକ୍ତି ଯୋଗୁଁ ଏହି ସଫଳତା ମିଳିଛି। ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା।
Congratulations to @07nithyasre and Rachana Patel for their well-deserved Bronze in Para Badminton Women's Doubles SH6 event at the Asian Para Games.
— Narendra Modi (@narendramodi) October 26, 2023
This achievement is due to their skill and the power of their teamwork. Best wishes for the upcoming endeavours. pic.twitter.com/puuF6NYg9l


