ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନୀତିଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀ ନୀତିଶ କୁମାର ଜଣେ ଅଭିଜ୍ଞ ପ୍ରଶାସକ ଯାହାଙ୍କର ବହୁ ବର୍ଷ ଧରି ସୁଶାସନର ପ୍ରମାଣିତ ରେକର୍ଡ ରହିଛି । ତାଙ୍କର ଆଗାମୀ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭକାମନା ।

ପ୍ରଧାନମନ୍ତ୍ରୀ ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ ସିହ୍ନାଙ୍କୁ୍ ବିହାରର ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଉଭୟ ନେତା ଲୋକଙ୍କ ସେବା କରିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପାକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ ତାଙ୍କର ଶୁଭକାମନା ଜଣାଇଛନ୍ତି ।

ଶ୍ରୀ ନରେନ୍ଦ୍ର ମୋଦୀ ବିହାର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଉତ୍ସର୍ଗୀକୃତ ନେତାଙ୍କ ସହିତ ଏକ ଚମତ୍କାର ଦଳ ଯେଉଁମାନେ ବିହାରକୁ ସଫଳତାର ନୂତନ ଶିଖରରେ ପହଞ୍ଚାଇବେ ଏବଂ ସେମାନଙ୍କୁ ବହୁତ ଶୁଭକାମନା ଜଣାଇଛନ୍ତି ।

ଏକ୍ସରେ ପୃଥକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନୀତିଶ କୁମାର ଜୀଙ୍କୁ ଅଭିନନ୍ଦନ। ସେ ଜଣେ ଦକ୍ଷ ଏବଂ ଅଭିଜ୍ଞ ପ୍ରଶାସକ । ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବାରେ ତାଙ୍କର ରେକର୍ଡ ରହିଛି । ତାଙ୍କର ନୂଆ କାର୍ଯ୍ୟକାଳ ପାଇଁ ତାଙ୍କୁ ହାର୍ଦ୍ଦିକ ଶୁଭକାମନା ।

@NitishKumar”

“ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ ସିହ୍ନାଙ୍କୁ ମଧ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେକ ଅଭିନନ୍ଦନ । ଦୁଇ ନେତାଙ୍କ ପାଖରେ ତୃଳମୂଳ ସ୍ତରରେ ଜନସେବାର ଦୀର୍ଘ ଅନୁଭବ ରହିଛି । ତାଙ୍କୁ ମଧ୍ୟ ଅନେକ ଶୁଭକାମନା !

@samrat4bjp

@VijayKrSinhaBih”

“ବିହାର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ଅନ୍ୟ ସମସ୍ତ ସାଥୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ସମର୍ପିତ ନେତାମାନଙ୍କୁ ନେଇ ଏହା ଏକ ଚମତ୍କାର ଦଳ, ଯେଉଁମାନେ ବିହାରକୁ ସଫଳତାର ନୂଆ ଶୀର୍ଷରେ ପହଞ୍ଚାଇବେ । ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।”

“ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନୀତିଶ କୁମାର ଜୀଙ୍କୁ ଅଭିନନ୍ଦନ। ସେ ଜଣେ ଦକ୍ଷ ଏବଂ ଅଭିଜ୍ଞ ପ୍ରଶାସକ । ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବାରେ ତାଙ୍କର ରେକର୍ଡ ରହିଛି । ତାଙ୍କର ନୂଆ କାର୍ଯ୍ୟକାଳ ପାଇଁ ତାଙ୍କୁ ହାର୍ଦ୍ଦିକ ଶୁଭକାମନା ।

@NitishKumar”

ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ ସିହ୍ନାଙ୍କୁ ମଧ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେକ ଅଭିନନ୍ଦନ । ଦୁଇ ନେତାଙ୍କ ପାଖରେ ତୃଳମୂଳ ସ୍ତରରେ ଜନସେବାର ଦୀର୍ଘ ଅନୁଭବ ରହିଛି । ତାଙ୍କୁ ମଧ୍ୟ ଅନେକ ଶୁଭକାମନା!

@samrat4bjp

@VijayKrSinhaBih”

“ବିହାର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ଅନ୍ୟ ସମସ୍ତ ସାଥୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ସମର୍ପିତ ନେତାମାନଙ୍କୁ ନେଇ ଏହା ଏକ ଚମତ୍କାର ଦଳ, ଯେଉଁମାନେ ବିହାରକୁ ସଫଳତାର ନୂଆ ଶୀର୍ଷରେ ପହଞ୍ଚାଇବେ । ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour