ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଏବଂ ସମଗ୍ର ଅନ୍ତରୀକ୍ଷ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି ଆଗାମୀ ବର୍ଷ ମାନଙ୍କରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷ ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପାଇଁ ଇସ୍ରୋର...ଆମର ବୈଜ୍ଞାନିକ ଏବଂ ସମ୍ପୂର୍ଣ୍ଣ ଅନ୍ତରୀକ୍ଷ ସମୁଦାୟକୁ ଅଭିନନ୍ଦନ । ଆଗାମୀ ବର୍ଷ ମାନଙ୍କରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷା ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India