୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଭାରତୀୟ ମହିଳା କୁସ୍ତି ଯୋଦ୍ଧାଙ୍କ ପାଇଁ ଏକ ସ୍ମରଣୀୟ ବିଜୟ! ଆମ ଟିମ୍ ୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ହାସଲ କରି ୭ ପଦକ ସହ ଏକ ଅଭୂତପୂର୍ବ ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ୩ଟି ସ୍ୱର୍ଣ୍ଣ ପଦକ ରହିଛି । ସ୍ମରଣୀୟ ପ୍ରଦର୍ଶନ ସହ ଏହି ଟାଇଟଲ ଦୁଇଥର ବଜାୟ ରଖିବାରେ ଅନ୍ତିମ ପ୍ରଥମ ହୋଇପାରିଛନ୍ତି । ଏହି ଗୌରବମୟ ବିଜୟ ଆମ ଉଦୀୟମାନ କୁସ୍ତିଯୋଦ୍ଧାଙ୍କ ଅଦମ୍ୟ ପ୍ରତିବଦ୍ଧା, ନିଷ୍ଠା ଏବଂ ଅତୁଳନୀୟ ପ୍ରତିଭାର ପ୍ରତୀକ ହୋଇଛି’ ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure