ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରିର ବୁଦାପେଷ୍ଟ ଠାରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ ଚାମ୍ପିଅନସିପରେ ପଦକ ଜିତିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଯୋଗେ କହିଛନ୍ତି, ଆମ କ୍ରୀଡାବିତମାନେ ଆମକୁ ଗୌରବାନ୍ୱିତ କରି ଚାଲିଛନ୍ତି । ହଙ୍ଗେରିର ବୁଦାପେଷ୍ଟ ଠାରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ ଚାମ୍ପିଅନସିପରେ ଭାରତ ୫ଟି ସ୍ୱର୍ଣ୍ଣପଦକ ସହ ୧୩ଟି ପଦକ ଜିତିଛି । ଆମ ଟିମକୁ ଶୁଭେଚ୍ଛା ଜଣାଉଛି ଓ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ।
Our sportspersons continue to make us proud. India wins 13 medals, including 5 Golds at the World Cadet Championships in Budapest, Hungary. Congratulations to our team and best wishes for their future endeavours. pic.twitter.com/3HlOrKTtDB
— Narendra Modi (@narendramodi) July 26, 2021


