ବର୍ମିଙ୍ଗହାମ ସିଡବ୍ଲୁ୍ୟଜି ୨୦୨୨ରେ ପୁରୁଷ ୫୭ କିଗ୍ରା ବର୍ଗରେ କାଂସ୍ୟ ପଦକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବକ୍ସର ମହମ୍ମଦ ହୁସାମୁଦ୍ଦିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
‘‘ମହମ୍ମଦ ହୁସାମୁଦ୍ଦିନ ଜଣେ ଉକ୍ରୃଷ୍ଟ ବକ୍ସର, ଯିଏ କି ଅନେକ କ୍ରୀଡ଼ାସୂଚୀରେ ସଫଳତା ପ୍ରାପ୍ତ କରିଛନ୍ତି । ଚମକ୍ରାର କୌଶଳ ଏବଂ ଉନ୍ନତ ଭାବନାରେ ଭରପୂର, ଆମର ଉଜ୍ଜ୍ୱଳ ଆଥଲେଟ ବର୍ମିଂହାମରେ ପୁରୁଷ ୫୭ କିଗ୍ରା ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି । ତାଙ୍କୁ ଶୁଭକାମନା । ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଚିୟରଫର୍ ଇଣ୍ଡିଆ ।’’
Mohammad Hussamuddin is an excellent boxer who has succeeded in many sporting events. Powered by wonderful techniques and a spirit of resilience, this bright athlete wins a Bronze medal in the Men's 57kg event at Birmingham. Congrats to him. I wish him the very best. #Cheer4India pic.twitter.com/0uZKpJPv6N
— Narendra Modi (@narendramodi) August 7, 2022


