ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରିମିୟରସିପ୍‍ ଦାୟିତ୍ୱ ଗ୍ରହଣ କରିଥିବାରୁ ମାନ୍ୟବର ୟାୟର ଲାପିଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତର ପ୍ରକୃତ ବନ୍ଧୁ ହୋଇଥିବାରୁ ଶ୍ରୀ ମୋଦୀ ମଧ୍ୟ ମାନ୍ୟବର ନାଫତାଲି ବେନେଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏକାଧିକ ଟୁଇଟ୍‍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଇସ୍ରାଏଲର ପ୍ରିମିୟରସିପ୍‍ ଗ୍ରହଣ କରିଥିବାରୁ ମାନ୍ୟବର ୟାୟର ଲାପିଡଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଆମେ କୂଟନୈତିକ ସମ୍ପର୍କର ୩୦ବର୍ଷ ପୂରଣ ପାଳନ କରୁଥିବାରୁ ମୁଁ ଆମର ରଣନୀତିକ ଭାଗିଦାରୀକୁ ଆଗକୁ ବଢାଇବାକୁ ଅପେକ୍ଷା କରିଛି ।

ଭାରତର ପ୍ରକୃତ ବନ୍ଧୁ ହୋଇଥିବାରୁ ମାନ୍ୟବର ନାଫତାଲି ବେନେଟଙ୍କୁ ଧନ୍ୟବାଦ । ମୁଁ ଆମର ଫଳପ୍ରଦ ପାରସ୍ପରିକ ସମ୍ପର୍କକୁ ଭଲପାଏ ଏବଂ ନୂତନ ଭୂମିକାରେ ଆପଣଙ୍କ ସଫଳତା କାମନା କରୁଛି ।”

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional