ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ବୁରହାନପୁର ନାଗରିକଙ୍କୁ ଦେଶର ପ୍ରଥମ ହର ଘର ଜଳ ପ୍ରମାଣିତ ଜିଲ୍ଲା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଏହି ଉଲ୍ଲେଖନୀୟ ସଫଳତା ପାଇଁ ବୁରହାନପୁରର ମୋ ଭଉଣୀ ଏବଂ ଭାଇମାନଙ୍କୁ ଅଭିନନ୍ଦନ । ଲୋକଙ୍କ ମଧ୍ୟରେ ସାମୂହିକ ଆବେଗ ଏବଂ ଶିବରାଜ ସିଂହ ଚୌହାନ ଜୀଙ୍କ ଅଧୀନରେ ଜେଜେଏମ୍ ଟିମ୍ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମିଶନ୍ ମୋଡ୍ ପ୍ରୟାସ ବିନା ଏହା ସମ୍ଭବ ନୁହେଁୟ ।”

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
Rs 3 lakh crore allotted for schemes benefitting women and girls: What do the benefits include?

Media Coverage

Rs 3 lakh crore allotted for schemes benefitting women and girls: What do the benefits include?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2024
July 23, 2024

Budget 2024-25 sets the tone for an all-inclusive, high growth era under Modi 3.0