ସ୍ଵଚ୍ଛ ସର୍ବେକ୍ଷଣ-2020ରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଥିବା ସହରଗୁଡିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ସ୍ଵଚ୍ଛ ସର୍ବେକ୍ଷଣ-2020ରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଥିବା ସମସ୍ତ ସହରଗୁଡିକୁ ଅଭିନନ୍ଦନ । ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଦିଗରେ ଉଦ୍ୟମକୁ ଆହୁରି ବୃଦ୍ଧି କରିବା ଦିଗରେ ଅନ୍ୟ ସହରଗୁଡିକ ମଧ୍ୟ ଅନୁପ୍ରାଣିତ ହୁଅନ୍ତୁ । ଏଭଳି ପ୍ରତିଯୋଗିତାମୂଳକ ଉତ୍ସାହ ସ୍ୱଚ୍ଛ ଭାରତ ମିଶନକୁ ମଜବୁତ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ଯୋଗାଇବ” ।
Congratulations to all those cities who have secured top positions in #SwachhSurvekshan2020. May other cities also be inspired to further ramp up their efforts towards ensuring cleanliness. Such competitive spirit strengthens the Swachh Bharat Mission and benefits millions.
— Narendra Modi (@narendramodi) August 20, 2020


