ଏସୀୟ କ୍ରୀଡାରେ ପୁରୁଷ ୮୦୦ ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ରାକ ଏବଂ ଫିଲ୍ଡ କ୍ରୀଡାବିତ୍ ମହମ୍ମଦ ଅଫଜଲ ପୁଲିକଲକାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:
ପୁରୁଷ ୮୦୦ ମିଟର ଏସୀୟ କ୍ରୀଡା ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବାରୁ ମହମ୍ମଦ ଅଫଜଲ ପୁଲିକଲାକାଥଙ୍କୁ ଅଭିନନ୍ଦନ ।
ତାଙ୍କର କଠିନ ପରିଶ୍ରମ ଏବଂ ସ୍ଥିରତା ଫଳପ୍ରଦ ହୋଇଛି । ଏହି ସଫଳତାକୁ ନେଇ ଭାରତ ଆନନ୍ଦିତ ଏବଂ ଉତ୍ସବ ପାଳନ କରୁଛି । ବହୁତ ବଢିଆ !"
Congratulations Mohammed Afsal Pulikkalakath for clinching the Silver Medal in the Men's 800m Asian Games event.
— Narendra Modi (@narendramodi) October 3, 2023
His hard work and resilience have paid off. India is rejoicing and celebrating this success.
Well done! pic.twitter.com/9FizgVwVN8


