ଏସୀୟ କ୍ରୀଡ଼ାରେ ମହିଳା ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ଜିତିଥିବା ଆଥଲେଟ ଜ୍ୟୋତି ୟାରାଜିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ତାଙ୍କ ସ୍ଥିରତା, ଅନୁଶାସନ, ତାଲିମ ତାଙ୍କୁ ଏହି ଫଳ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ କ୍ରୀଡ଼ା ମହିଳା ୧୦୦ ମିଟର ହର୍ଡଲ୍ସରେ ଜ୍ୟୋତି ୟାରାଜି ଚମତ୍କାର ଭାବେ ରୌପ୍ୟ ପଦକ ଜିତିଛନ୍ତି ।
ତାଙ୍କ ସ୍ଥିରତା, ଅନୁଶାସନ, କଠୋର ତାଲିମ ତାଙ୍କୁ ଏହି ଫଳ ଦେଇଛି । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ।’
An amazing Silver Medal win by @JyothiYarraji in Women's 100 m Hurdles at the Asian Games.
— Narendra Modi (@narendramodi) October 1, 2023
Her resilience, discipline and rigorous training have paid off. I congratulate her and wish her the very best for the future. pic.twitter.com/X7uPaMYgAW


