ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ ମ୍ୟାକ୍ରି ବ୍ୟୁନସ୍ ଏୟାର୍ସ ସହରର ଚାବି ପ୍ରଦାନ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ ମ୍ୟାକ୍ରିଙ୍କ ଠାରୁ ବ୍ୟୁନସ୍ ଏୟାର୍ସ ସହରର ଚାବି ଗ୍ରହଣ କରି ସମ୍ମାନିତ ହୋଇଛି ।
@jorgemacri”
Honoured to receive the Key to the City of Buenos Aires from Mr. Jorge Macri, Chief of the City Government of Buenos Aires.@jorgemacri pic.twitter.com/wNggutMwtt
— Narendra Modi (@narendramodi) July 5, 2025
Es un honor recibir la Llave de la Ciudad de Buenos Aires por parte del Sr. Jorge Macri, Jefe de Gobierno de la Ciudad de Buenos Aires.@jorgemacri pic.twitter.com/78C07MFm4P
— Narendra Modi (@narendramodi) July 5, 2025


