ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଏକ (ଅବସରପ୍ରାପ୍ତ) ଭୈରୋଁ ସିଂହଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନାଏକ (ଅବସରପ୍ରାପ୍ତ) ଭୈରୋଁ ସିଂହ ଜୀଙ୍କୁ ଆମ ଦେଶର ସେବା ପାଇଁ ସ୍ମରଣ କରାଯିବ । ସେ ଆମ ଦେଶର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ବହୁତ ସାହସ ଦେଖାଇଥିଲେ । ତାଙ୍କର ଦେହାନ୍ତ ହେତୁ ଦୁଃଖିତ । ମୋର ଏହି ଚିନ୍ତାଧାରା ତାଙ୍କ ପରିବାର ସହିତ ଅଛି । ଓମ୍ ଶାନ୍ତି ।”
Naik (Retd) Bhairon Singh Ji will be remembered for his service to our nation. He showed great courage at a crucial point in our nation's history. Saddened by his passing away. My thoughts are with his family in this hour of sadness. Om Shanti.
— Narendra Modi (@narendramodi) December 19, 2022


