ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, “ଭାରତୀୟ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ଦୁଃଖିତ । ସେ ସେବା ଓ ଦୟାର ପରମ୍ପରା ଛାଡ଼ି ଯାଇଛନ୍ତି । ଦୁଃଖର ଏହି ମୁହୂର୍ତ୍ତରେ ଅର୍ଥୋଡକ୍ସ ଚର୍ଚ୍ଚର ସଦସ୍ୟମାନଙ୍କୁ ସମବେଦନା ଜଣାଉଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Coconut industry gets a policy boost

Media Coverage

Coconut industry gets a policy boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 17, 2026
February 17, 2026

India’s Tech-focused Revolution under PM Modi’s Leadership Takes Centre Stage at the IndiaAI Impact Summit