ଶ୍ରୀ ଜଗମୋହନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଜଗମୋହନ ଜୀଙ୍କର ଦେହାନ୍ତ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଜଣେ ଆଦର୍ଶ ପ୍ରଶାସକ ତଥା ପ୍ରଖ୍ୟାତ ପଣ୍ଡିତ ଥିଲେ । ସେ ସର୍ବଦା ଭାରତର ଉନ୍ନତି ଦିଗରେ କାର୍ଯ୍ୟ କରୁଥିଲେ । ତାଙ୍କର ମନ୍ତ୍ରୀତ୍ଵ କାର୍ଯ୍ୟକାଳରେ ଅନେକ ନୂତନ ନୀତି ପ୍ରଣୟନ ହୋଇଥିଲା । ତାଙ୍କ ପରିବାର ତଥା ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି” ।
Jagmohan Ji’s demise is a monumental loss for our nation. He was an exemplary administrator and a renowned scholar. He always worked towards the betterment of India. His ministerial tenure was marked by innovative policy making. Condolences to his family and admirers. Om Shanti.
— Narendra Modi (@narendramodi) May 4, 2021


