ସେୟାର
 
Comments

ଶ୍ରୀ ଜଗମୋହନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଜଗମୋହନ ଜୀଙ୍କର ଦେହାନ୍ତ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଜଣେ ଆଦର୍ଶ ପ୍ରଶାସକ ତଥା ପ୍ରଖ୍ୟାତ ପଣ୍ଡିତ ଥିଲେ । ସେ ସର୍ବଦା ଭାରତର ଉନ୍ନତି ଦିଗରେ କାର୍ଯ୍ୟ କରୁଥିଲେ । ତାଙ୍କର ମନ୍ତ୍ରୀତ୍ଵ କାର୍ଯ୍ୟକାଳରେ ଅନେକ ନୂତନ ନୀତି ପ୍ରଣୟନ ହୋଇଥିଲା । ତାଙ୍କ ପରିବାର ତଥା ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି” ।

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
During tough times, PM Modi acts as 'Sankatmochak', stands by people in times of need

Media Coverage

During tough times, PM Modi acts as 'Sankatmochak', stands by people in times of need
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2021
June 13, 2021
ସେୟାର
 
Comments

Prime Minister Narendra Modi gave the mantra of 'One Earth, one health,' in his virtual address to the G7 summit-

PM Narendra Modi and his govt will take India to reach greater heights –