ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ବିଧାନସଭାର ଉପବାଚସ୍ପତି ଶ୍ରୀ ଆନନ୍ଦ ମମାନିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“କର୍ଣ୍ଣାଟକ ବିଧାନସଭାର ଉପବାଚସ୍ପତି ଶ୍ରୀ ଆନନ୍ଦ ମମାନିଙ୍କ ବିୟୋଗରେ ଦୁଃଖିତ । ଜଣେ ମଜବୁତ ନେତା ଭାବରେ ସେ ସାମାଜିକ ସଶକ୍ତିକରଣ ପାଇଁ ବ୍ୟାପକ କାମ କରିଥିଲେ । ସମଗ୍ର କର୍ଣ୍ଣାଟକରେ ବିଜେପିକୁ ମଜବୁତ କରିବା ପାଇଁ ସେ କାମ କରିଥିଲେ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା । ଓମ ଶାନ୍ତି ।”
Pained by the passing away of Shri Anand Mamani, the Deputy Speaker of the Karnataka Assembly. He was a formidable leader who worked extensively for social empowerment. He also worked to strengthen BJP across Karnataka. Condolences to his family and supporters. Om Shanti.
— Narendra Modi (@narendramodi) October 23, 2022


