ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ଲୋକ କଳାକାର ପଦ୍ମଶ୍ରୀ ରାମସହାୟ ପାଣ୍ଡେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ସୁପ୍ରସିଦ୍ଧ ଲୋକ କଳାକାର ପଦ୍ମଶ୍ରୀ ରାମସହାୟ ପାଣ୍ଡେଙ୍କ ବିୟୋଗରେ ଗଭୀର ଦୁଃଖିତ । ନିଜର ଅଦ୍ଭୁତ କଳା, ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ବୁନ୍ଦେଲଖଣ୍ଡର ଲୋକନୃତ୍ୟ ରାଇ ପାଇଁ ଅନ୍ତର୍ଜାତୀୟ ଖ୍ୟାତି ଆଣିଦେଇଥିଲେ । ତାଙ୍କର ବିୟୋଗ ଦେଶର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖ ସମୟରେ ଇଶ୍ୱର ତାଙ୍କର ଆତ୍ମୀୟସ୍ୱଜନ ଏବଂ ପ୍ରଶଂସକଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ଓମ୍ ଶାନ୍ତି!”
सुप्रसिद्ध लोक कलाकार पद्मश्री रामसहाय पांडे जी के निधन से अत्यंत दुख हुआ है। उन्होंने अपनी अद्भुत कला, लगन और परिश्रम से बुंदेलखंड के लोकनृत्य राई को अंतर्राष्ट्रीय ख्याति दिलाई। उनका जाना देश के कला जगत के लिए एक अपूरणीय क्षति है। शोक की इस घड़ी में ईश्वर उनके परिजनों और… pic.twitter.com/YgCMVIUaOG
— Narendra Modi (@narendramodi) April 9, 2025


