ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପରେ ମୃତାହତଙ୍କ ପାଇଁ ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି

“ଆଜି ଆଫଗାନିସ୍ତାନରେ ଘଟିଥିବା ଭୟଙ୍କର ଭୂମିକମ୍ପ ଖବରକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ବହୁମୂଲ୍ୟ ଜୀବନ ହାନି ପାଇଁ ମୋର ଗଭୀର ସମବେଦନା ।

ଭାରତ ଆଫଗାନିସ୍ତାନର ଲୋକମାନଙ୍କ ନିକଟରେ ସେମାନଙ୍କର କଠିନ ସମୟରେ ଛିଡ଼ା ହୋଇଛି ଏବଂ ଯଥା ଶୀଘ୍ର ସମସ୍ତ ବିପର୍ଯ୍ୟୟ ମୁକାବିଲା ପାଇଁ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତୁତ ଅଛି ।”

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
Indian bull market nowhere near ending, says Chris Wood of Jefferies

Media Coverage

Indian bull market nowhere near ending, says Chris Wood of Jefferies
NM on the go

Nm on the go

Always be the first to hear from the PM. Get the App Now!
...
सोशल मीडिया कॉर्नर 18 जुलै 2024
July 18, 2024

India’s Rising Global Stature with PM Modi’s Visionary Leadership